ଚିନ୍ତାରେ ଅଥୟ ପ୍ରାଣ ଚିନ୍ତାରେ ଅଥୟ ପ୍ରାଣ
'ହଁ' ବୋଲି ବୋଲିଲା ସଖି- 'କି କର ପ୍ରାର୍ଥନା ?' ' ତୁମରି ମଙ୍ଗଳ ନିତ୍ୟ କରେ ମୁଁ ଯାଚନା ।' 'ହଁ' ବୋଲି ବୋଲିଲା ସଖି- 'କି କର ପ୍ରାର୍ଥନା ?' ' ତୁମରି ମଙ୍ଗଳ ନିତ୍ୟ କରେ ମୁଁ ଯାଚନା ।'
ଜୀବନଟା ଲାଗେ ମତେ ଅନ୍ଧାର ଜୀବନଟା ଲାଗେ ମତେ ଆଲୋକ । ଜୀବନଟା ଲାଗେ ମତେ ଅନ୍ଧାର ଜୀବନଟା ଲାଗେ ମତେ ଆଲୋକ ।
ଜୀବନଠାରୁ ଶ୍ରେୟ ନୁହେଁ କି ଯେ ବଞ୍ଚିବା ଜୀବନ ସହ ଜୀବନ ପରେ ମଧ୍ୟ, ଜୀବନଠାରୁ ଶ୍ରେୟ ନୁହେଁ କି ଯେ ବଞ୍ଚିବା ଜୀବନ ସହ ଜୀବନ ପରେ ମଧ୍ୟ,
ତୁମେ ଯଦି ଭାବୁ ଥାଅ ମୋ ଜୀବନ ବ୍ୟର୍ଥ ଭାବନା ତ ମିଛ ସିନା ନୂହେଁ ସବୁ ସତ । ତୁମେ ଯଦି ଭାବୁ ଥାଅ ମୋ ଜୀବନ ବ୍ୟର୍ଥ ଭାବନା ତ ମିଛ ସିନା ନୂହେଁ ସବୁ ସତ ।
ଦୋଳି ଦୋଳି